Home » photogallery » trending » SONU SOODS SON CONFRONTS FATHER IN BODY BUILDING WILL BE STUNNED AFTER SEEING PICTURES 2JDB 2009

ସୋନୁ ସୁଦଙ୍କ ପୁଅ ବଡ଼ି ବିଲଡିଂରେ ଦେଉଛନ୍ତି ପିତାଙ୍କୁ ଟକ୍କର; ଫଟୋ ଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଭୟ ହିରୋ-ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ସୋନୁ ସୁଦ (Sonu Sood) ଲକଡାଉନ ସମୟରେ ହିରୋ ଭାବରେ ଉଭା ହୋଇଛନ୍ତି । ଏହା ବ୍ୟତୀତ ମଧ୍ୟ ତାଙ୍କ ବଡ଼ିକୁ ବହୁତ ପ୍ରଶଂସା କରାଯାଏ । ଏହି ସମୟରେ ତାଙ୍କୁ ବଡ଼ି ବିଲଡିଂକୁ ନେଇ ଜୋରଦାର ଟକ୍କର ମିଳୁଛି ।

  • |