Home » photogallery » trending » SINGER SHREYA GHOSHAL GIVES BIRTH TO BABY BOY 1AD 220521

ମାଆ ହେଲେ ଗାୟିକା ଶ୍ରେୟା ଘୋଷାଲ; ଶିଶୁ ପୁତ୍ରଟିଏ ଜନ୍ମ ହେବା ପରେ ସେ ଓ ସ୍ୱାମୀ ଖୁସିରେ ଅଧୀର

“ଭଗବାନ ଆମକୁ ଏକ ମୂଲ୍ୟବାନ ଶିଶୁ ପୁତ୍ର ଦେଇ ଆଶୀର୍ବାଦ ଦେଇଛନ୍ତି । ଏମିତି ପରିପୂର୍ଣ୍ଣ ଭାବନା ଆଗରୁ କେବେ ଆସି ନ ଥିଲା,’’ କହିଛନ୍ତି ଶ୍ରେୟା ଘୋଷାଲ । ମାର୍ଚ୍ଚ ମାସରେ ଶ୍ରେୟା ନିଜ ଶିଶୁଫୁଲା ଦେଖାଇ ଫଟୋ ଶେୟାର୍ କରିଥିଲେ ଓ ଗର୍ଭବତୀ ଥିବା ଘୋଷଣା କରିଥିଲେ ।

  • |