Home » photogallery » trending » SINGER ANUP JALOTA SINGS RAP SEEN WITH JASLEEN MATHARU IN BRIDAL COUPLE ATTIRE 1AD 0711

ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

ଭଜନ ଗାୟକରୁ ଅଭିନେତା ହୋଇଥିବା ଅନୁପ ଜଲୋଟା ନିଜ ଶିଷ୍ୟା ଅଭିନେତ୍ରୀ ଜସଲିନ୍ ମଥାରୁଙ୍କ ସହ ଏକ ନୂଆ ଫଟୋ ସେୟାର କରିଛନ୍ତି । ଏଥିରେ ସେମାନେ ବର-କନ୍ୟା ରୂପେ ନଜର ଆସିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

  • |

തത്സമയ വാര്‍ത്തകള്‍