ଯଦି ଆପଣ ଛାତ ଉପରେ ଶାମି ଗଛ ଲଗାଉଛନ୍ତି, ତେବେ ସର୍ବଦା ଦକ୍ଷିଣ ଦିଗକୁ ରଖନ୍ତୁ। ଯେଉଁଠାରେ ଆପଣ ଏହି ଛ ଲଗାଉଛନ୍ତି ସେହି ସ୍ଥାନରେ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। ନ୍ୟୁଜ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ।)