ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିବା ଧାମି ୨୦୦୩ରେ ପ୍ରଥମ ଥର ପାଇଁ ଏକ HAL HPT-32 ଦୀପକରେ ଏକାକୀ ଉଡ଼ିଥିଲେ। ସେହି ବର୍ଷ ତାଙ୍କୁ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର ଭାବରେ ନିଯୁକ୍ତ ଦିଆଯାଇଥିଲା। ଏହା ପରେ ତାଙ୍କୁ ୨୦୦୫ ମସିହାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏବଂ ୨୦୦୯ରେ ସ୍କ୍ବାଡ୍ରନ୍ ଲିଡର୍ ଭାବରେ ପଦୋନ୍ନତି ଦିଆଯାଇଥିଲା। (ଫଟୋ ସୌଜନ୍ୟ: ଟ୍ବିଟର)