ସାରା ଅଲି ଖାନ ବିକିନି ପରେ ଏକ Hoodie ରେ ଦେଖାଇଲେ ନିଜର ଷ୍ଟାଇଲିସ୍ ଲୁକ୍; ପ୍ରଶଂସକଙ୍କ ହୃଦୟ ଜିତଲେ
ସାରା ଅଲି ଖାନଙ୍କ (Sara Ali Khan Photos) ପ୍ରତ୍ୟେକ ଷ୍ଟାଇଲିସ୍ ଲୁକକୁ ତାଙ୍କ ପ୍ରଶଂସକଙ୍କ ଖୁବ୍ ପସନ୍ଦ କରିଥାନ୍ତି । ଏହି ସମୟରେ ସାରା ନିଜର ଆଉ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ୱିଣ୍ଟର ଲୁକରେ (Sara Ali Khan winter look) ଦେଖିବାକୁ ମିଳିଛି ।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ (Sara Ali Khan) ନିକଟରେ ଭାଇ ଇବ୍ରାହିମ ଅଲି ଖାନ ଓ ମା' ଅମୃତା ସିଂଙ୍କ ସହ ଛୁଟିଦିନ ଉପଭୋଗ କରିବାକୁ ମାଲଦ୍ୱୀପରେ ପହଞ୍ଚିଥିଲେ । ଯେଉଁଠାରୁ ସେ ନିଜର ଅନେକ ଫଟୋ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସାରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଓ ପ୍ରତିଦିନ ନିଜ ଫଟୋ ଓ ଭିଡିଓ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥା’ନ୍ତି । ସାରା ଅଲି ଖାନଙ୍କ (Sara Ali Khan Photos) ପ୍ରତ୍ୟେକ ଷ୍ଟାଇଲକୁ ତାଙ୍କ ପ୍ରଶଂସକଙ୍କ ଖୁବ ପସନ୍ଦ କରନ୍ତି । ଏହି ସମୟରେ ସାରା ନିଜ ଆଉ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ୱିଣ୍ଟର ଲୁକରେ (Sara Ali Khan winter look) ନଜର ଆସିଛନ୍ତି । (ଫଟୋ କ୍ରେଡିଟ୍: instagram/@saraalikhan95)

ଏହି ଫଟୋରେ ସାରା ଧୂସର ହୁଡି ଓ ଥାଇ-ହାଇ ଷ୍ଟକ୍ସିନ୍ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ସେ ଏହି ଲୁକରେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି । (ଫଟୋ କ୍ରେଡିଟ୍: instagram/@saraalikhan95)

ସାରାଙ୍କ ଏହି ହୁଡି ଲୁକ୍ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁବ ପସନ୍ଦ କରାଯାଉଛି । (ଫଟୋ କ୍ରେଡିଟ୍: instagram/@saraalikhan95)

ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଏହି ଲୁକକୁ ଏତେ ପସନ୍ଦ କରାଯାଉଛି ଯେ ଫଟୋ ସେୟାର କରିବାର କିଛି ଘଣ୍ଟା ମଧ୍ୟରେ ଏହା 4 ଲକ୍ଷରୁ ଅଧିକ ଲାଇକ୍ ପାଇସାରିଛି । (ଫଟୋ କ୍ରେଡିଟ୍: instagram/@saraalikhan95)

ଯଦିଓ ସାରା ପ୍ରାୟତଃ ନିଜ ଷ୍ଟାଇଲିସ୍ ଶୈଳୀରେ ଫଟୋ ସେୟାର କରି ସମସ୍ତଙ୍କ ହୃଦୟ ଜିତି ନେଇଥାନ୍ତି । (ଫଟୋ କ୍ରେଡିଟ୍: instagram/@saraalikhan95)

ଅତୀତରେ ସାରାଙ୍କ ବିକିନି ଫଟୋ ଅଧିକ ଖବରରେ ରହିଥିଲା । ସାରାଙ୍କ ସେହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଥିଲା । (ଫଟୋ କ୍ରେଡିଟ୍: instagram/@saraalikhan95)

ସାରା ନିଜ ମାଲଦ୍ୱୀପ ଛୁଟି ସମୟରେ ଅନେକ ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । (ଫଟୋ କ୍ରେଡିଟ୍: instagram/@saraalikhan95)