ଟିମ୍ ଇଣ୍ଡିଆର ଷ୍ଟାର୍ ଫାଷ୍ଟ୍ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡି଼ ନ ଥିଲେ ବି ସେ ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେଷନଙ୍କୁ (Sanjana Ganeshan) ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି । (ଫଟୋ: ଏ.ପି.)