Home » photogallery » trending » RISHABH PANT GETS FIRST DOSE OF COVID 19 VACCINE 2JDB 130521

ଋଷଭ ପନ୍ତ କୋଭିଡ-୧୯ ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଲେ; ପ୍ରଶଂସକଙ୍କୁ ଦେଲେ ଏହି ବିଶେଷ ବାର୍ତ୍ତା

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି । ଋଷଭ ପନ୍ତ ଏହି ଭ୍ୟାକ୍ସିନ୍ ନେବା ସମୟର ଏକ ଫଟୋ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ପୋଷ୍ଟ କରିଛନ୍ତି ।

  • |

തത്സമയ വാര്‍ത്തകള്‍