Home » photogallery » trending » RHEA CHAKRABORTY MOTHER ATTEMPTED SUICIDE AFTER SHE WENT TO JAIL 1AD 1110

ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଜେଲ୍ ଯିବା ପରେ ତାଙ୍କ ମା’ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ୨୮ ଦିନ ଜେଲରେ ରହିବା ପରେ ରିୟା ଚକ୍ରବର୍ତ୍ତୀ ଘରକୁ ଫେରିଛନ୍ତି । ଏତେ ଦିନ ପରେ ଝିଅକୁ ଫେରିପାଇ କାନ୍ଦିପକାଇଥିଲେ ତାଙ୍କ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ ।

  • |
)}