ସାଉଥ ଚାଇନା ମର୍ନିଂ ପୋଷ୍ଟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଉପସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ, ଏହି ବ୍ୟବସାୟରେ ଝିଅମାନେ ନିଜ ଇଚ୍ଛାରେ ଆସନ୍ତି। ଝିଅମାନେ ମଧ୍ୟ ଏହି କାମରୁ ବହୁତ ଟଙ୍କା ରୋଜଗାର କରୁଛନ୍ତି। ଏସବୁ ଶୁଣି ଆପଣ ନିଶ୍ଚିତ ଭାବରେ ଚକିତ ହୋଇଯିବେ, କିନ୍ତୁ ଅଧିକ ଆଶ୍ଚର୍ଯ୍ୟଜନକ କଥା ଏହା କି ଯେ ବିଭିନ୍ନ କମ୍ପାନୀର ଭଲ ଭଲ ପୋଷ୍ଟରେ କାମ କରୁଥିବା ଝିଅ ମାନେ ଛୁଟି ଦିନ ମାନଙ୍କରେ ଏପରି ବ୍ୟବସାୟ କରୁଛନ୍ତି।