Home » photogallery » trending » RELIANCE FOUNDATION CHIEF NITA AMBANI DAUGHTER ISHA CELEBRATE CHRISTMAS WITH 4000 KIDS FROM NGOS IN

ନୀତା ଅମ୍ବାନୀ ଓ ଝିଅ ଈଶା ଜିଓ ବିଶ୍ୱ ଗାର୍ଡେନରେ NGOରୁ ଆସିଥିବା ୪,୦୦୦ ପିଲାଙ୍କ ସହ କ୍ରିସ୍‌ମାସ୍‌ ପାଳନ କଲେ

ଏଥର ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କର କ୍ରିସମାସ୍ ପାଳନ କରିବାର ଢଙ୍ଗ ନିଆରା ଥିଲା । ସେ ତାଙ୍କ ଝିଅ ଈଶା ଅମ୍ବାନୀ ପିରାମଲଙ୍କ ସହିତ ମୁମ୍ବାଇରେ ଥିବା ଜିଓ ବିଶ୍ୱ ଗାର୍ଡେନରେ ବିଭିନ୍ନ NGOରୁ ଆସିଥିବା ୪,୦୦୦ ପିଲାଙ୍କ ସହିତ କ୍ରିସମାସ୍ ପାଳନ କରିଥିଲେ ।

  • |

തത്സമയ വാര്‍ത്തകള്‍