Home » photogallery » trending » READ ABOUT FIRST SPACE ASTRONAUT RAKESH SHARMA STORY 2LPD 140123

କେଉଁଠି ଅଛନ୍ତି ଭାରତର ପ୍ରଥମ ମହାକାଶ ଯାତ୍ରୀ ରାକେଶ ଶର୍ମା; ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା...

Rakesh Sharma Now: ଏମିତି ଏକ ସମୟ ଥିଲା ଯେତେବେଳେ ଫିଲ୍ମର ହିରୋ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହୁଥିଲେ ମହାକାଶରେ ପାଦ ଦେଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା। ସାତ ଦିନ ମହାକାଶରେ ରହିଥିବା ଶର୍ମା ବର୍ତ୍ତମାନ ବଞ୍ଚିଛନ୍ତି କି ନାହିଁ ଏହା ବିଷୟରେ ଅନେକ ଲୋକଙ୍କୁ ଜଣାନାହିଁ। ତେବେ ଶର୍ମା ବର୍ତ୍ତମାନ କେଉଁଠାରେ ଅଛନ୍ତି, ସେ କଣ କରୁଛନ୍ତି, ଏହା ବିଷୟରେ ଆସନ୍ତୁ ଜାଣିବା...

  • |

തത്സമയ വാര്‍ത്തകള്‍