Home » photogallery » trending » QUEEN GOODBYE ELIZABETH II HAD VISITED INDIA THREE TIMES GANDHIJI PRESENTED A HANDKERCHIEF AT THE WEDDING 3SSD 09092022

ଅଲବିଦା ମହାରାଣୀ: ରାଣୀ ଏଲିଜାବେଥଙ୍କୁ ବିବାହରେ ରୁମାଲ ଉପହାର ଦେଇଥିଲେ ଗାନ୍ଧିଜି

୨୦୧୫ ଓ ୨୦୧୮ରେ ବ୍ରିଟେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଭେଟିଥିଲେ। ବିବାହ ସମୟରେ ଗାନ୍ଧିଜି ତାଙ୍କୁ ଦେଇଥିବା ରୁମାଲ ବାବଦରେ ମୋଦିଙ୍କୁ ଜଣାଇଥିଲେ ରାଣୀ ।

  • |