Home » photogallery » trending » PRIYANKA CHOPRA BIRTHDAY TURNS 39 IS IN LONDONN 1AD 200721

ପ୍ରିୟଙ୍କା ଚୋପ୍ରା ୩୯ ବର୍ଷର ହେଲେ; ଜନ୍ମ ଦିନରେ କେକ୍ କାଟିଲେ, ହେଲେ ପାଖରେ ନ ଥିଲେ ପତି ନିକ୍ ଜୋନାସ୍

ବିଶ୍ୱ ସ୍ତରରେ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଓ ନିଜ ଫିଲ୍ମ ପ୍ରୋଜେକ୍ଟ ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ତାଙ୍କ ଜନ୍ମ ଦିନରେ ତାଙ୍କ ସହ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ନ ଥିଲେ ।

  • |