Home » photogallery » trending » PREGNANT LISA HEYDON SHARES FITNESS PHOTOS 1AD 280321

ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍‌ନେସ୍ ଦେଖି ଫ୍ୟାନ୍‌ମାନେ ଚକିତ ହେଲେ

ଅଭିନେତ୍ରୀ ଲିସା ହେଡନ୍ ଏହି ବର୍ଷ ନିଜ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ତାଙ୍କର ଦୁଇଟି ପୁଅ ଅଛନ୍ତି । ଗର୍ଭବତୀ ଅବସ୍ଥାରେ ଲିସାଙ୍କର କେତେକ ଫଟୋ ସୋସିଆଲ୍ ମିଡି଼ଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

  • |