Home » photogallery » trending » PREGNANT BENGAL MP NUSRAT JAHAN SHARES LATEST PHOTOGRAPHS1 1AD 300621

ସ୍ୱାମୀଙ୍କ ଠାରୁ ଅଲଗା ଓ ଏବେ ଗର୍ଭବତୀ: TMC ସାଂସଦ ନୁସ୍‌ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ

Pregnant Bengal MP Nusrat Jahan shares lovely photographs | ଦୁଇ ବର୍ଷ ତଳେ ଭାରତୀୟ ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀରେ ବାହା ହୋଇଥିବା ତୃଣମୂଳ କଂଗ୍ରେସର ଏହି ସାଂସଦ ଏବେ ତାଙ୍କୁ ନିଜ ସ୍ୱାମୀ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଇନଷ୍ଟାଗ୍ରାମରେ ନୁସରତଙ୍କୁ ୨୬ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି ।

  • |