Home » photogallery » trending » PRADHAN MANTRA SURAKSHA BIMA YOJANA PAY RS 12 ANNUAL PREMIUM AND GET 2 LAC ACCIDENTAL INSURANCE 3SSD 22042022

ସରକାରଙ୍କ ଏହି ଯୋଜନାରେ ଖର୍ଚ୍ଚ କରନ୍ତୁ ମାତ୍ର ୧୨ଟଙ୍କା; ମିଳିବ ୨ଲକ୍ଷ ଟଙ୍କା

୧୮ ରୁ ୭୦ ବର୍ଷ ବୟସ ମଧ୍ୟରେ ଯେକୌଣସି ବ୍ୟାଙ୍କ ଆକାଉଣ୍ଟଧାରୀ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ପ୍ରତ୍ୟେକ ବର୍ଷ ପାଇଁ ବୀମା ଅବଧି ଜୁନ୍ ୧ ରୁ ମେ ୩୧ ପର୍ଯ୍ୟନ୍ତ ରହିଛି।

  • |