Home » photogallery » trending » PPF PUBLIC PROVIDENT FUND MAJOR CHANGES 2LPD 181022

PPFର ୫ଟି ବଡ଼ ପରିବର୍ତ୍ତନ କରିଛନ୍ତି ସରକାର; ଟଙ୍କା ଜମା କରିବା ପୂର୍ବରୁ ଜାଣନ୍ତୁ ନିୟମ

PPF Calculator: ଯଦି ଆପଣ PPF ଆକାଉଣ୍ଟ୍ ମାଧ୍ୟମରେ ଭବିଷ୍ୟତ ପାଇଁ ବିନିଯୋଗ କରନ୍ତି, ତେବେ ଆପଣ ଏହି ଖବର ବିଷୟରେ ନିଶ୍ଚୟ ଜାଣିବା ଦରକାର। ସୁକନ୍ୟା ସମୃଦ୍ଧି ଯୋଜନା (SSY) ପରେ ସରକାର ପିପିଏଫରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ତେବେ ଆସନ୍ତୁ PPFର ୫ଟି ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା।

  • |