ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ଓ ହଙ୍ଗାମା ହେଲା…PHOTOS
ଏହା ପୂର୍ବରୁ ବି ପୋପ୍ ଫ୍ରାନସିସ୍ ବ୍ରାଜିଲର ବିକିନି ମଡେଲ୍ ନାଟାଲିଆଙ୍କ ଷ୍ଟକିଙ୍ଗ ଓ ସସପେଣ୍ଡର ପିନ୍ଧିଥିବା ଏକ ଫଟୋକୁ ଲାଇକ୍ କରିଥିଲେ । ସେହି ମଡେଲ୍ ଲେଖିଥିଲେ, ‘‘ପୋପ୍ ମୋ’ ଫଟୋ ପସନ୍ଦ କରିଛନ୍ତି, ଅର୍ଥାତ୍ ମୁଁ ସ୍ୱର୍ଗକୁ ଯିବି!’’
1/ 9

ସୋସିଆଲ ମିଡିଆରେ (Social Media) କିଛି ନା କିଛି ଭିଡିଓ ବା ପୋଷ୍ଟ ଭାଇରାଲ ହୋଇଥାଏ । ଏ ଥର ବି ସେମିତି ଏକ ଘଟଣା ଘଟିଛି । (ଫଟୋ: ଇନଷ୍ଟାଗ୍ରାମ / @ ଫ୍ରାନ୍ସିସ୍କସ୍ ଏବଂ ସୋସିଆଲ୍ ମିଡ଼ିଆରୁ)
2/ 9

କିନ୍ତୁ ସୋସିଆଲ ମିଡ଼ିଆରେ ଏହି ପୋଷ୍ଟ ଭାଇରାଲ ହୋଇ ସମଗ୍ର ବିଶ୍ୱରେ ହଙ୍ଗାମା ସୃଷ୍ଟି କରିଛି । (ଫଟୋ: ଇନଷ୍ଟାଗ୍ରାମ / @ ଫ୍ରାନ୍ସିସ୍କସ୍ ଏବଂ ସୋସିଆଲ୍ ମିଡ଼ିଆରୁ)
3/ 9

ନିକଟରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ୍ ଫ୍ରାନ୍ସିସଙ୍କ (Pope Francis) ଅଫିସିଆଲ୍ ଇନଷ୍ଟାଗ୍ରାମ (Instagram) ଆକାଉଣ୍ଟରୁ ଜଣେ ବିକିନି ମଡେଲଙ୍କ ଏକ ଫଟୋକୁ ଲାଇକ୍ (ପସନ୍ଦ) କରାଯାଇଥିଲା ।
8/ 9

ମାର୍ଗଟ୍ ଏହି ପୋଷ୍ଟ୍ ଶେୟାର୍ କରି ଲେଖିଥିଲେ, ‘‘ଏମିତି ଲୋକେ ମୋ’ ଫଟୋ ପସନ୍ଦ କରନ୍ତି ।’’ ତାଙ୍କତର ସେହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।