Home » photogallery » trending » PM NARENDRA MODI ADDRESSES THE MEDIA ON THE FIRST DAY OF THE MONSOON SESSION 3SSD 190721

ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନର ପ୍ରଥମ ଦିନ: ମହାମାରୀର ସମୀକ୍ଷା କଲେ PM ମୋଦି

କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିବାକୁ ଟିକା ନେଇ ବାହୁବଳୀ ହେବା ଜରୁରୀ ବୋଲି ନୂଆ ଦିଲ୍ଲୀରେ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗଣମାଧ୍ଯମକୁ ସମ୍ବୋଧିତ କରି କହିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

  • |