ମୌସୁମୀ ଅଧିବେଶନର ପ୍ରଥମ ଦିନ ଗଣମାଧ୍ଯମକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲିଆମେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରୀ ଦେଇ ସମ୍ବୋଧନ କରୁଛନ୍ତି ବିଜେପି ନେତା ପ୍ରହ୍ଲାଦ ଯୋଶୀ । ମୌସୁମୀ ଅଧିବେଶନର ପ୍ରଥମ ଦିନ ଗଣମାଧ୍ଯମକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିବେଶନ ପାଇଁ ପାର୍ଲିଆମେଣ୍ଟରେ ପହଞ୍ଚିଥିଲେ ବିଜେପି ସାଂସଦ ମହେନ୍ଦ୍ର ନାଥ ପାଣ୍ଡେ । ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜର ଅଭିଭାଷଣ ରଖିଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆମ୍ ଆଦମୀ ପାର୍ଟିର ପଞ୍ଜାବରୁ ସାଂସଦ ଭଗବନ୍ତ ମାନ ତିନୋଟି କୃଷି ଆଇନକୁ ଖଣ୍ଡନ କରିବା ଦାବି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ମୌସୁମୀ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ ବିଜେପି ସାଂସଦ ତିରଥ ସିଂ ରାଓ୍ୱତ । AIMIM ସଭାପତି ଆସଦୁଦ୍ଦିନ୍ ଓୱାଇସ୍ ଅଧିବେଶନ ପାଇଁ ସଂସଦ ଭବନରେ ପହଞ୍ଚିଥିଲେ । ବିଜେପି ସାଂସଦ ତଥା ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମୌସୁମୀ ଅଧିବେଶନରେ ଉପସ୍ଥିତ ପାଇଁ ସଂସଦରେ ପହଞ୍ଚିଥିଲେ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ଯସଭା ସଦସ୍ୟମାନେ ଏକତ୍ରିତ ହୋଇଥିଲେ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ଯସଭା ବାଚସ୍ପତି ଭେଙ୍କୟା ନାଇଡୁ ଗୃହରେ ସଦସ୍ଯମାନଙ୍କୁ ସମ୍ବୋଧିତ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିଡ଼ଲା ଲୋକସଭା ପରିଚାଳନା କରୁଛନ୍ତି । (ସବୁ ଫଟୋ ପି.ଟି.ଆଇ.ରୁ)