Home » photogallery » trending » PLACES IN INDIA WHERE DIWALI IS NOT CELEBRATED HERE IS THE REASON 2LPD 021121

ଭାରତରେ ଅଛି ଏମିତି ସ୍ଥାନ ଯେଉଁଠାରେ ପାଳନ ହୁଏନି ଦୀପାବଳି ଉତ୍ସବ; ନା କରାଯାଏ ଲକ୍ଷ୍ମୀ ପୂଜା

ଏବେ ଦୀପାବଳିର ଧୁମ ସବୁ ମହଲରେ ଦେଖିବାକୁ ମିଳୁଛି । ବଜାରରେ ଦିୱାଲୀ ସପିଂ ଠାରୁ ଆରମ୍ଭ କରି ଘରେ ଦିୱାଲି ସଫା କରିବା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି । ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ଦିୱାଲୀ ପାଳନ କରାଯାଏ। ଦୀପାବଳି ପାଳନ କରାଯାଏ ଯାହାଦ୍ୱାରା ଘରେ ଟଙ୍କା ଓ ଖାଦ୍ୟର ଅଭାବ ରୁହେ ନାହିଁ । ଏବେ ବିଦେଶରେ ମଧ୍ୟ ଦୀପାବଳି ପାଳନ କରାଯାଉଛି । ହେଲେ ଆପଣ ଜାଣନ୍ତି କି ଭାରତରେ ଏପରି କିଛି କ୍ଷେତ୍ର ଅଛି ଯେଉଁଠାରେ ଦୀପାବଳି ପାଳନ କରାଯାଏ ନାହିଁ ।

  • |