ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
1/ 5

ନୂଆ ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆମି ଜ୍ୟାକସନ (Amy Jackson) ନିଜର ଅତ୍ୟଧିକ ବୋଲ୍ଡ ଫଟୋ ଯୋଗୁଁ ହେଡଲାଇନରେ ଅଛନ୍ତି । ଆମି ନିକଟରେ ନିଜର ନ୍ୟୁଡ୍ ଫଟୋସୁଟ୍ କରିଥିଲେ । ଯାହାର ଦୁଇଟି ଫଟୋ ସେ ସୋସିଆଲ୍ ନେଟୱାର୍କ ସାଇଟ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । (ଫଟୋ ସୌଜନ୍ୟ: Instagram @iamamyjackson)
2/ 5

ଆମିଙ୍କ ଏହି ଟପଲେସ୍ ଫଟୋ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାର ଲାଗିଛି । ଆମିଙ୍କ ଏହି ଫଟୋ ଗୁଡ଼ିକୁ ଇଣ୍ଟରନେଟରେ ବହୁତ ପସନ୍ଦ କରାଯାଉଛି । (ଫଟୋ ସୌଜନ୍ୟ: Instagram @iamamyjackson)
3/ 5

ଆମିଙ୍କ ଦ୍ୱାରା ସେୟାର କରଯାଇଥିବା ଟପଲେସ୍ ଫଟୋଗୁଡିକରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ଲାଇକ ଓ ଲଗାତାର କମେଣ୍ଟ ଆସୁଛି । (ଫଟୋ ସୌଜନ୍ୟ: Instagram @iamamyjackson)
4/ 5

ଆମି ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହିଥାନ୍ତି ଓ ଏଠାରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଥାନ୍ତି । ଆମିଙ୍କୁ ଇନଷ୍ଟାଗ୍ରାମରେ ୯୩ ଲକ୍ଷରୁ ଅଧିକ ଲୋକ ଅନୁସରଣ କରନ୍ତି । (ଫଟୋ ସୌଜନ୍ୟ: Instagram @iamamyjackson)