PICS: କ୍ୟାଟ୍ରିନା କୈଫଙ୍କ ଏହି ଫଟୋ ଉପରେ କମେଣ୍ଟ ନ ଦେଇ ନିଜକୁ ଅଟକାଇ ପାରିଲେ ନାହିଁ ଆଲିଆ ଭଟ୍ଟ
ନିଜର ସୌନ୍ଦର୍ଯ୍ୟ ଓ ଶକ୍ତିଶାଳୀ ଅଭିନୟ ଯୋଗୁଁ କ୍ୟାଟ୍ରିନା କୈଫ (Katrina Kaif) ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଓ ଏଥିପାଇଁ ତାଙ୍କ ନାମ ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ଅଛି ।

ନୂଆ ଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ (Katrina Kaif) ସୌନ୍ଦର୍ଯ୍ୟରେ ସମସ୍ତେ ଦିୱାନା ରହିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଓ ଶକ୍ତିଶାଳୀ ଅଭିନୟ ଯୋଗୁଁ କ୍ୟାଟ୍ରିନା ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଓ ଏଥିପାଇଁ ତାଙ୍କ ନାମ ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସୋମବାର କ୍ୟାଟ୍ରିନା ନିଜର କିଛି ନୂତନ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । (ଫଟୋ ସୌଜନ୍ୟ: Instagram @katrinakaif/@aliaabhatt)<br />

କ୍ୟାଟ୍ରିନା କୈଫ ସୋସିଆଲ୍ ମିଡ଼ିଆ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହିଥାନ୍ତି ଓ ଏଠାରେ ନିଜ ଫଟୋ ପ୍ରାୟ ସେୟାର୍ କରିଥାନ୍ତି । ପୁଣିଥରେ ସେ ନିଜର ଦୁଇଟି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ଉଜ୍ୱଳିତ ହେଉଛି । (ଫଟୋ ସୌଜନ୍ୟ: Instagram @katrinakaif/@aliaabhatt)<br />

ଏହି ଫଟୋରେ କେବଳ ତାଙ୍କ ପ୍ରଶଂସକମାନେ ଆକର୍ଷିତ ହୋଇନାହାଁନ୍ତି ବରଂ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏହି ଫଟୋଗୁଡ଼ିକୁ ଦେଖି ଏପରି ଦିୱାନି ହୋଇଯାଇଥିଲେ ଯେ ନିଜକୁ ଏହି ଫଟୋ ଉପରେ କମେଣ୍ଟ ନ ଦେଇ ନିଜକୁ ଅଟକାଇ ପାରିଲେ ନାହିଁ । ଆଲିଆ କାଚ୍ରିନାଙ୍କ ସୁନ୍ଦର ଫଟୋ ଗୁଡ଼ିକରେ ଲେଖିଥିଲେ, 'ବ୍ୟୁଟିଫୁଲ' । (ଫଟୋ ସୌଜନ୍ୟ: Instagram @katrinakaif/@aliaabhatt)

କ୍ୟାଟ୍ରିନା କୈଫଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋ ଗୁଡ଼ିକୁ ୨୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଓ ଫଟୋଗୁଡ଼ିକରେ କ୍ରମାଗତ ଭାବରେ ଭଲ କମେଣ୍ଟ ଗ୍ରହଣ ଦିଆ ଯାଉଥିବା ଦେଖିବାକୁ ମିଳୁଛି । (ଫଟୋ ସୌଜନ୍ୟ: Instagram @katrinakaif/@aliaabhatt)<br />