Home » photogallery » trending » PHOTOS SHIVANGI SINGH OF VARANASI BECAME THE FIRST FEMALE FIGHTER PILOT OF RAFALE 2JDB 2409

PHOTOS: ରାଫେଲର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ହେଲେ ବାରାଣାସୀର ଶିବାଙ୍ଗୀ ସିଂ

ଏହା ପ୍ରଥମ ନୁହେଁ ଯେ କାଶୀର ଝିଅ ଶିବାଙ୍ଗୀ ସିଂ ଇତିହାସ ସୃଷ୍ଟି କରିଛି । ସେ ୨୦୧୭ ମସିହାରେ ମଧ୍ୟ ଇତିହାସ ସୃଷ୍ଟି କରିଥିଲେ ଯେତେବେଳେ ସେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଉଡ଼ାଉଥିବା ପାଞ୍ଚଜଣ ମହିଳା ପାଇଲଟଙ୍କ ସହ ଯୋଗ ଦେଇଥିଲେ ।

  • |