ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
PHOTOS: ୪୦ ବର୍ଷ ପରେ ମଧ୍ୟ ଏତିକି ବୋଲ୍ଡ ଦେଖାଯାଉଛନ୍ତି Riya Sen, ଅଭିନେତ୍ରୀ ସେୟାର କଲେ ବିକିନି ଲୁକ୍ ଫଟୋସୁଟ୍
ବଲିଉଡରୁ ନେଇ ଟଲିଉଡ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ କରି ସାରିଥିବା ଅଭିନେତ୍ରୀ ରିୟା ସେନ (Riya Sen) ଦୀର୍ଘ ସମୟ ପରେ ପୁଣି ହେଡଲାଇନରେ ଆସିଛନ୍ତି । ରିୟାଙ୍କୁ ଶେଷ ଥର ପାଇଁ ହିନ୍ଦୀ ଫିଲ୍ମ Lonely Girl ରେ ଦେଖିବାକୁ ମିଳିଥିଲା ଓ ସେବେଠାରୁ ସେ ବଡ଼ ପରଦାରୁ ଦୂରରେ ଥିଲେ । Lonely Girl ୨୦୧୭ ମସିହାରେ ରିଲିଜ ହୋଇଥିଲା ଓ ଏହି ବର୍ଷ ରିୟା ଶିବମ୍ ତିୱାରୀଙ୍କୁ ବିବାହ କରିଥିଲେ । ସେବେଠାରୁ ସେ ଫିଲ୍ମଠାରୁ କିଛି ଦୂରରେ ରହିଥିଲେ । ବର୍ତ୍ତମାନ ରିୟା ନିଜ ବୋଲ୍ଡ ଫଟୋ ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
1/ 9

ରିୟା ସେନ୍ ନିକଟରେ ତାଙ୍କ ସୋସିଆଲ୍ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ରିୟା ସେନ୍)<br />
3/ 9

ରିୟାଙ୍କର ଏହି ଫଟୋଗୁଡ଼ିକ ବହୁତ ପସନ୍ଦ କରାଯାଉଛି । ୪୦ ବର୍ଷ ବୟସରେ ମଧ୍ୟ ରିୟା ସେକ୍ଲି ଲୁକ୍ ଦେଉଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ରିୟା ସେନ୍)<br />
5/ 9

ରିୟା ୧୯୯୧ ରେ ଜଣେ ଶିଶୁ କଳାକାର ଭାବରେ 'ବିଶ୍ୱକନ୍ୟା' ସହ ନିଜର ଫିଲ୍ମ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଏକ ଦୀର୍ଘ ବିରତି ନେଇଥିଲେ । (ଫଟୋ- ଇନଷ୍ଟାଗ୍ରାମ / ରିୟା ସେନ୍)<br />
7/ 9

ପରେ ରିୟା ୧୯୯୯ ରେ 'ତାଜମହଲ' ରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ । (ଫଟୋ- ଇନଷ୍ଟାଗ୍ରାମ / ରିୟା ସେନ୍)<br />