ଏହି ଫିଲ୍ମରେ ତାଙ୍କ ପ୍ରତିଭା ଦ୍ୱାରା ରାମ ଗୋପାଳ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଓ ଏହା ପରେ ତାଙ୍କୁ ତାଙ୍କର ଦ୍ୱିତୀୟ ଫିଲ୍ମ 'ମେରୀ ବେଟି ସନ୍ନି ଲିଓନ ବନନା ଚାହତି ହେ' ରେ କାମ ଦେଇଥିଲା । ଫିଲ୍ମଟି ଖୁବ ପ୍ରଶଂସିତ ହୋଇଥିଲା । ଏହି ଫିଲ୍ମ ଯୋଗୁଁ ଅଭିନେତ୍ରୀ ଭଲ ଲୋକପ୍ରିୟତା ହାସଲ କରିଥିଲେ । (Photo- Instagram/Naiga Ganguly)