Home » photogallery » trending » PHOTOS AIR FORCE AIRCRAFT ROARED IN HINDON ON IAF DAY CHIEF SAID WE ARE READY TO FIGHT EVERY SITUATION 2JDB 0810

Photos: IAF Day ରେ ହିନ୍ଦୋନରେ ଗର୍ଜିଲା ବାୟୁସେନା ବିମାନ; ବାୟୁସେନା ମୁଖ୍ୟ କହିଲେ- ଆମେ ପ୍ରତ୍ୟେକ ପରିସ୍ଥିତିରେ ଲଢ଼ିବାକୁ ପ୍ରସ୍ତୁତ

IAF Day 2020 ଅବସରରେ ଉତ୍ତର ପ୍ରଦେଶର ଗାଜିଆବାଦର ହିନ୍ଦୋନ ଏୟାର ବେସରେ ଆପାଚେ ଓ ଏମ-୩୫ ସମେତ ଅନେକ ବିମାନ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବାୟୁସେନା ମୁଖ୍ୟ ରାକେଶ ସିଂ ଭଦୋରିଆ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ ଦେଶର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରତିବଦ୍ଧ ଓ ପ୍ରସ୍ତୁତ ।

  • |