ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
PHOTOS: ଚମକଦାର ଟପ୍ ସ୍କର୍ଟ ପିନ୍ଧି ଅଭିନେତ୍ରୀ କାଜଲ ଅଗ୍ରୱାଲ କଲେ ଫଟୋସୁଟ୍; ଫଟୋକୁ ମିଳିଲା ଲକ୍ଷ ଲକ୍ଷ Likes
ସାଉଥ ଇଣ୍ଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ ପର୍ଯ୍ୟନ୍ତି ନିଜର ଅଭିନୟ ମାଧ୍ୟମରେ ପ୍ରାଧାନ୍ୟ ବିସ୍ତାର କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ (Kajal Aggarwal) କିଛି ଦିନ ହେବ ବ୍ଲାକ ଆଉଟଫିଟ୍ସ ପାଇଁ ହେଡଲାଇନରେ ଥିଲେ । ବର୍ତ୍ତମାନ ସେ ଆହୁରି କିଛି ଫଟୋ ସେୟାର କରିଛନ୍ତି । ଯାହା ୟୁଜର ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି । 'ସିଂହମ୍' ଅଭିନେତ୍ରୀଙ୍କ ସର୍ବଶେଷ ଫଟୋସୁଟକୁ କିଛି ଘଣ୍ଟା ମଧ୍ୟରେ ୬ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି।
1/ 6

ଏହି ଫଟୋଗୁଡ଼ିକରେ କାଜଲଙ୍କ ଷ୍ଟାଇଲ୍ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଏ । ସେ ଫ୍ୟାଶନ୍ ଡିଜାଇନର୍ ନିକିତା ମାଇସାଲକରଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏକ ଡ୍ରେସ ପିନ୍ଧିଛନ୍ତି ।