Home » photogallery » trending » PHOTOS 700 DEAD 30000 INJURED DUE TO DONALD TRUMP RALLY

PHOTOS: ଡୋନାଲ୍ଡ ଟ୍ରମ୍ପଙ୍କ ରାଲି ଯୋଗୁଁ ୭୦୦ ଲୋକଙ୍କ ମୃତ୍ୟୁ; ୩୦ ହଜାର ଆହତ: ଅନୁସନ୍ଧାନ

US ELECTION 2020: ଷ୍ଟାନଫୋର୍ଡ ୟୁନିଭରସିଟିର ଅଧ୍ୟୟନକାରୀମାନେ ଟ୍ରମ୍ପଙ୍କ ସମାବେଶକୁ ବିସ୍ତୃତ ଭାବରେ ଅନୁସନ୍ଧାନ କରିଥିଲେ । ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ସମାବେଶର ମୂଲ୍ୟ ଜନସାଧାରଣଙ୍କୁ ଅସୁସ୍ଥ ହୋଇ କିମ୍ବା ଜୀବନ ତ୍ୟାଗ କରି ଦେବାକୁ ପଡ଼ିଛି ।

  • |