Home » photogallery » trending » PATNA FIRST LIFT SUPPORTED FOOT OVER BRIDGE INAUGURATED IN PATNA 3SSD 200921

ପାଟନାରେ ନିର୍ମାଣ ହେଲା ବିହାରର ପ୍ରଥମ ଲିଫ୍ଟ ଓଭର ବ୍ରିଜ; ୩.୪୪ କୋଟି ଟଙ୍କାରେ ତିଆରି ହୋଇଛି ବ୍ରିଜ

ପାଟନାରେ ଛଅ ଲେନ ବିଶିଷ୍ଟ ଅଟଳ ରାସ୍ତାରେ ପ୍ରଥମ ଲିଫ୍ଟ ଫୁଟ ଓଭର ବ୍ରିଜ ସୋମବାର ଉଦଘାଟନ କରାଯାଇଛି। ବିହାରର ସଡ଼କ ନିର୍ମାଣ ମନ୍ତ୍ରୀ ନିତିନ ନବୀନ ଅଟଳ ପଥରେ ଥିବା ଓଭର ବ୍ରିଜକୁ ଉଦଘାଟନ କରିଛନ୍ତି।

  • |