Home » photogallery » trending » PARZAAN DASTUR MARRIES DELNA SHROFF PICTURES 1AD 040121

‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOS

‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ଶେଷ ଭାଗରେ ‘‘ତୁସୀ ଜା ରହେ ହୋ… ତୁସୀ ନା ଜାଓ’’ (ତୁମେ ଚାଲିଯାଉଛ… ତୁମେ ଯାଅ ନାହିଁ) ବୋଲି ଡାଇଲଗ୍ କହି ଲୋକପ୍ରିୟ ହୋଇଥିବା ପରଜାନ୍ ଏବେ ୨୯ ବର୍ଷର । ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଏକ ନିରାଡମ୍ବର ଉତ୍ସବରେ ବାହା ହୋଇଛନ୍ତି ।

  • |

തത്സമയ വാര്‍ത്തകള്‍