Home » photogallery » trending » PAKISTANI HUNJA WOMEN CAN GIVE BIRTH AT 65 NEVER TAKE ANY MEDICINE 2LPD 101121

ପାକିସ୍ତାନର ରହସ୍ୟମୟୀ ମହିଳା: ୬୫ ବର୍ଷରେ ମଧ୍ୟ ଜନ୍ମ କରନ୍ତି ସନ୍ତାନ; ହୁଏନି ସୋମାନଙ୍କୁ କୌଣସି ରୋଗ

ଆପଣ ନିଶ୍ଚୟ ପାକିସ୍ତାନର ନାମ ଶୁଣିଥିବେ କେବଳ ନକାରାତ୍ମକ ଜିନିଷ ପାଇଁ, କିନ୍ତୁ ଆଜି ଆମେ ଆପଣଙ୍କୁ ସେଠାରେ ଏପରି ରହସ୍ୟମୟ ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁନ୍ଦରୀ ଓ ଦୀର୍ଘାୟୁ ରୁହନ୍ତି । ଏହି ମହିଳାମାନେ ପାକିସ୍ତାନର ହୁଞ୍ଜା ସମ୍ପ୍ରଦାୟର । ଯାହାର ହାରାହାରି ବୟସ ୧୦୦ ବର୍ଷରୁ ଅଧିକ ।

  • |

തത്സമയ വാര്‍ത്തകള്‍