Home » photogallery » trending » PAKISTAN PM IMRAN KHAN WIFE BUSHRA BIBI VISITED MENTAL HEALTH INSTITUTE LAHORE 2LPD 160921

ହଠାତ୍ ପାଗଳଖାନାରେ ପହଞ୍ଚିଲେ ପାକିସ୍ତାନ PM ଇମରାନ ଖାନଙ୍କ ପତ୍ନୀ ବୁଶରା

ଇମରାନ ଖାନ ୨୦୧୮ରେ ବୁଶରାଙ୍କୁ ବିବାହ କରିଥିବା କଥା ସ୍ୱୀକାର କରିଥିଲେ । ୪୩ ବର୍ଷୀୟ ବୁଶରା, ଇମ୍ରାନଙ୍କ ଠାରୁ ୨୫ ବର୍ଷ ସାନ ଓ ତାଙ୍କର ପ୍ରଥମ ବିବାହରୁ ପାଞ୍ଚଟି ସନ୍ତାନ ଅଛନ୍ତି । ବୁଶରା ହେଉଛନ୍ତି ଇମରାନଙ୍କ ତୃତୀୟ ପତ୍ନୀ । ( ସବୁ ଫଟୋ-AP)

  • |