Home » photogallery » trending » PAKISTAN HEAVY RAIN AND LANDSLIDE IN NORTHWEST PAKISTAN 17 DEATH SO FAR 2LPD 130921

ପାକିସ୍ତାନରେ ପ୍ରବଳ ବର୍ଷା ସହ ଭୂସ୍ଖଳନ; ୧୭ ଜଣଙ୍କର ମୃତ୍ୟୁ ଘଟିଛି, ୧୦୦ର ଅଧିକ ଆହତ ହୋଇଛନ୍ତି

Pakistan Rain Landslide: ପାକିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । (ସବୁ ଫଟୋ: AP)

  • |