Home » photogallery » trending » PAKISTAN FLOODS DEATH TOLL TOPS APPROX 1100 AND 10 LAKH HOMES HAVE BEEN DESTROYED 2LPD 300822

୧୦ ଲକ୍ଷ ଘର ଜଳମଗ୍ନ, ୧୧୩୬ ଜଣ ପ୍ରାଣ ହରାଇଛନ୍ତି; ଫଟୋରେ ଦେଖନ୍ତୁ ପାକିସ୍ତାନର ବନ୍ୟା ପରିସ୍ଥିତି

ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୧୧୦୦ରୁ ବୃଦ୍ଧି ପାଇଥିଲା। ସେହିପରି ୧୬୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।

  • |