Home » photogallery » trending » ON 100TH BIRTHDAY HIRA BA PRIME MINISTER NARENDRA MODI TOOK BLESSINGS BY WASHING HER MOTHERS FEET LPD 180622

PHOTOS: ମା'ଙ୍କ ୧୦୦ତମ ଜନ୍ମ ଦିନରେ ପାଦ ଧୋଇ ଆଶୀର୍ବାଦ ନେଲେ PM ମୋଦି

PM Modi Mother's Birthday: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହୀରାବାଙ୍କ ଆଜି ୧୦୦ ତମ ବର୍ଷରେ ପ୍ରବେଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମାଆଙ୍କ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମା'ଙ୍କ ସହିତ ପ୍ରାୟ ଅଧ ଘଣ୍ଟା ସମୟ ବିତାଇଲେ।

  • |

തത്സമയ വാര്‍ത്തകള്‍