ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ଅପ୍ସରା ରାଣୀଙ୍କ ସୁଇମିଂ ପୁଲର ବୋଲ୍ଡ ଫଟୋସୁଟ ଭାଇରାଲ; ଅଭିନେତ୍ରୀଙ୍କ ବିକିନି ଫଟୋ ହଇଚଇ ସୃଷ୍ଟି କଲା!
ନିକଟରେ ଅପ୍ସରା ରାଣୀ ଇନଷ୍ଟାଗ୍ରାମରେ ବିକିନି ପିନ୍ଧା (Apsara Rani Bikini Photos) କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକରେ ଅପ୍ସରା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ଏହି ଫଟୋଗୁଡ଼ିକ ସୁଇମିଂ ପୁଲ ନିକଟରେ ଉଠାଇଛନ୍ତି ।
1/ 6

ତେଲୁଗୁ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଅପ୍ସରା ରାଣୀ ନିଜ ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ।
2/ 6

ଅପ୍ସରା ଏହି ଫଟୋଗୁଡ଼ିକରେ ଅପ୍ସରା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ଏହି ଫଟୋଗୁଡ଼ିକ ସୁଇମିଂ ପୁଲ ନିକଟରେ ଉଠାଇଛନ୍ତି ।<br />
3/ 6

ଅପ୍ସରା ଏହି ଫଟୋଗୁଡ଼ିକୁ ଗୋଟିଏ ଦିନରେ ଇନଷ୍ଟାଗ୍ରାମରେ ସେୟାର କରିନାହାଁନ୍ତି । ସେ ପ୍ରଥମ ଫଟୋ ୨୬ ଫେବୃଆରୀରେ ପୋଷ୍ଟ କରିଥିଲେ । ସେ ଆଜି ଏହି ଫଟୋସୁଟର ଏକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।<br />
4/ 6

ଅପ୍ସରା ନିଜ ସୋସିଆଲ ମିଡିଆରେ ଏହି ହଟ ଫଟୋ ସହିତ ଲେଖିଛନ୍ତି - ମୋତେ ବିଚ ଥେରାପି ଦରକାର! ଅନ୍ୟ ଏକ ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି - ଆଜ ବ୍ଲୁ ହେ ପାନି… ପାନି…<br />
5/ 6

ଅପ୍ସରାଙ୍କ ଏହି ଫଟୋ ଗୁଡିକୁ ତାଙ୍କ ପ୍ରଶଂସକମାନେ ମାନେ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେତବେଳେ ଅପ୍ସରା ବିକିନି ଫଟୋ ସେୟାର କରିଛନ୍ତି ।<br />