Home » photogallery » trending » NOT ONLY RIYA CHAKRABORTY THESE BOLLYWOOD CELEBS HAVE ALSO GONE TO JAIL KNOW WHAT HAPPENED TO THEIR CAREER 2JDB 1309

କେବଳ ରିୟା ଚକ୍ରବର୍ତ୍ତୀ ନୁହେଁ, ବଲିଉଡର ଏହି ସେଲିବ୍ରେଟି ମାନେ ମଧ୍ୟ ଜେଲ ଯାଇଛନ୍ତି; ଜାଣନ୍ତୁ କଣ ଘଟିଛି ତାଙ୍କ କରିୟରରେ

ରିୟା ଚକ୍ରବର୍ତ୍ତୀ (Rhea Chakraborty) ପ୍ରଥମ ବଲିଉଡ ଅଭିନେତ୍ରୀ ନୁହଁନ୍ତି ଯାହାଙ୍କୁ ଜେଲ ଯିବାକୁ ପଡିଲା । ରିୟାଙ୍କ ପୂର୍ବରୁ ଅନେକ ବଲିଉଡ ତାରକା ମଧ୍ୟ ଜେଲ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ କରିୟର ଅଟକି ଯାଇଥିବା ବେଳେ ଆଉ କେତେଜଣ ଆଜି ବଲିଉଡର ବଡ ସେଲିବ୍ରେଟି ହୋଇଛନ୍ତି ।

  • |
)}