Home » photogallery » trending » NORA FATEHI WANTS TO TAKE REVENGE FANS SHOCKED TO SEE STRANGE POST 2JDB 3001 JDB

ନୋରା ଫତେହି ନେବାକୁ ଚାହୁଁଛନ୍ତି ପ୍ରତିଶୋଧ! ଅଜବ ପୋଷ୍ଟ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେଲେ

ନୋରା ଫତେହି (Nora Fatehi) କାହାଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ଓ କାହିଁକି ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ଏହା କେହି ବି ବୁଝି ପାରୁନାହାନ୍ତି । ଏହି ପୋଷ୍ଟ ପଢ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

  • |

തത്സമയ വാര്‍ത്തകള്‍