Home » photogallery » trending » NEPAL BUS FALLS INTO RIVER 32 DEAD1 1AD 121021

ଭୟଙ୍କର ଥିଲା ନେପାଳରେ ବସ୍ ଦୁର୍ଘଟଣା: ନଦୀ ଭିତରକୁ ଖସି ପଡ଼ିଥିଲା ବସ୍; ୩୨ ଜୀବନ ଚାଲିଗଲା

Nepal bus falls into river; 32 dead | ଅଙ୍କାବଙ୍କା ପାହାଡ଼ି ରାସ୍ତା ଦେଇ ଯାଉଥିବା ବେଳେ ବସଟି ରାସ୍ତାରୁ ୩୦୦ ମିଟର ତଳକୁ ଖସି ଏକ ନଦୀରେ ପଡି଼ଥିଲା । ସେଥିରେ ଥିବା ଅନେକ ଯାତ୍ରୀ ବିଜୟା ଦଶମୀ ପାଇଁ ନିଜ ନିଜ ଘରକୁ ଫେରୁଥିଲେ।

  • |
)}