ନେହା କକ୍କର ଗୀତ ମାଧ୍ୟମରେ ଦେଲେ ବିବାହର ଖବର! ଗୋଲାପୀ ସୁଟ ପିନ୍ଧି କହିଲେ - ଆଜି ଚାଲ ବାହା ହୋଇଯିବା
ନେହା କକ୍କର (Neha Kakkar) ଓ ରୋହନପ୍ରୀତ ସିଂ (Rohanpreet Singh) ନିଜ ନିଜର ସମ୍ପର୍କକୁ ନିଶ୍ଚିତ କରିବା ପରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ନେହା କକ୍କରଙ୍କ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ସେ ଓ ରୋହନପ୍ରୀତ କେବେ ବିବାହ କରିବେ ।

ମୁମ୍ୱାଇ: ଇଣ୍ଡିଆନ୍ ଆଇଡଲ୍ ୧୨ର ଜଜ୍ ତଥା ବଲିଉଡ ଗାୟକ ନେହା କକ୍କର (Neha Kakkar) ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ହେଡ଼ଲାଇନରେ ଅଛନ୍ତି । ନିକଟରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯାହା ସହିତ ସେ ନିଜର ଓ ରୋହନପ୍ରୀତଙ୍କ ସମ୍ପର୍କକୁ ନିଶ୍ଚିତ (Neha Kakkar dating Rohanpreet Singh) କରିଛନ୍ତି। (Photo credit: instagram/@nehakakkar)

ଉଭୟ ଏହି ସମ୍ପର୍କକୁ ନିଶ୍ଚିତ କରିବା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ନେହା କକ୍କରଙ୍କ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ସେ ଓ ରୋହନପ୍ରୀତ କେବେ ବିବାହ କରିବେ । (Photo credit: instagram/@nehakakkar)

ଏହି ସମୟରେ ନେହା କକ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଗୋଲାପୀ ସୁଟରେ ନଜର ଆସିଛନ୍ତି । (Photo credit: instagram/@nehakakkar)<br />

ଏହି ଫଟୋ ସହିତ ସେ ଏକ କ୍ୟାପସନ୍ ଦେଇଛନ୍ତି- ଯାହାକୁ ନେଇ ଲୋକମାନେ ବର୍ତ୍ତମାନ ଆଶା କରୁଛନ୍ତି ଯେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । (Photo credit: instagram/@nehakakkar)<br />

ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ନେହା କକ୍କର ନିଜ ଅଙ୍ଗଭଙ୍ଗୀରେ ତାଙ୍କ ବିବାହ ଘୋଷଣା କରିଛନ୍ତି । (Photo credit: instagram/@nehakakkar)

ନେହା କକ୍କର କ୍ୟାପସନରେ ଲେଖିଛନ୍ତି - ଆଜି ଚାଲ ବାହା ହୋଇଯିବା । ଲକଡାଉନରେ ଖର୍ଚ୍ଚ କମ ହେବ । ଏହା ହେଉଛି ମେରୀ ଡାଇମଣ୍ଡର ଛଲ୍ଲା ଗୀତାର ପ୍ରିୟ ପଂକ୍ତି ଅଟେ । କେଉଁଟା ତୁମର ଅଟେ । (Photo credit: instagram/@nehakakkar)<br />