Home » photogallery » trending » NARENDRA MODI JAPAN PM FUMIO KISHIDA ATE GOLGAPPE IN DELHI

ମୋଦିଙ୍କ ସହ ଗୁପଚୁପ ଖାଇଲେ ଜାପାନ PM; ଭାରତୀୟ ଖାଦ୍ୟର କଲେ ପ୍ରଶଂସା

PM Modi Japan PM Golgappe: ନରେନ୍ଦ୍ର ମୋଦିଙ୍କ (Narendra Modi) ସହ ଗୁପଚୁପ୍ ଖାଇଲେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା (Fumio Kishida)। ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ (Social Media) ଖୁବ୍ ଭାଇରାଲ ହେଉଛି।

  • |

ସାମ୍ପ୍ରତିକ ଖବର