Home » photogallery » trending » NAGALAND FOUNDATION DAY 58 YEARS BEFORE IT BECAME 16TH STATE OF INDIA 2LPD 011221

୫୮ ବର୍ଷ ପୂର୍ବେ ଭାରତର ୧୬ତମ ରାଜ୍ୟ ସାଜିଥିଲା ନାଗାଲାଣ୍ଡ; ଆଜି ଏହି ରାଜ୍ୟର ଫାଉଣ୍ଡେସନ୍ ଡେ

Foundation of Nagaland: ୫୮ ବର୍ଷ ପୂର୍ବେ ନାଗାଲାଣ୍ଡ ଭାରତର ୧୬ତମ ରାଜ୍ୟ ସାଜିଥିଲା । ଏହିପରି ଆଜି ହେଉଛି ଏହି ରାଜ୍ୟର ଫାଉଣ୍ଡେସନ ଡେ । ଏହା ଏକ ଛୋଟ ରାଜ୍ୟ କିନ୍ତୁ କୃଷିଭିତ୍ତିକ ଓ ପରିବେଶ ଦୃଷ୍ଟିରୁ ବହୁତ ଭଲ ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

  • |
)}