'ନାଗିନ୍' କରିସ୍ମା ତନ୍ନା ବେଡ଼ ରୁମରେ କଲେ ବୋଲ୍ଡ ଫଟୋସୁଟ୍; Photo Viral
ନିକଟରେ କରିସ୍ମା କିଛି ଏପରି କାରଣରୁ ଚର୍ଚ୍ଚାରେ ଆସି ଯାଇଛନ୍ତି । ସେ ପୁଣି ଥରେ ନିଜ ପ୍ରଶଂସକଙ୍କ ସହ ବହୁତ ବୋଲ୍ଡ ଓ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସର୍ଟ ହ୍ୱାଇଟ୍ ନାଇଟରେ ନିଜ ବେଡ଼ ରୁମରେ ସିଜ୍ ପୋଜ ଦେଉଥିବା ଦେଖାଯାଉଛି ।

ମୁମ୍ବାଇ: ଟିଭି ଦୁନିଆ ଓ ବଲିଉଡ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ତନ୍ନା (Karishma Tanna) ନିଜ ବୋଲ୍ଡନେସ ଯୋଗୁଁ ସବୁବେଳେ ହେଡଲାଇନରେ ରହିଥା’ନ୍ତି । କରିସ୍ମା ତନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ସେ ପ୍ରାୟତଃ ନିଜର ବୋଲ୍ଡ ଓ ଚମତ୍କାର ଫଟୋ ପ୍ରଶଂସକଙ୍କ ସହ ସେୟାର କରୁଥିବା ଦେଖିବାକୁ ମିଳିଥାଏ । ନିକଟରେ କିଛି ସମାନ କାରଣରୁ କରିସ୍ମା ଚର୍ଚ୍ଚାରେ ଆସିଛନ୍ତି । ସେ ପୁଣି ଥରେ ନିଜ ପ୍ରଶଂସକଙ୍କ ସହ ବହୁତ ବୋଲ୍ଡ ଓ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସର୍ଟ ହ୍ୱାଇଟ୍ ନାଇଟରେ ନିଜ ବେଡ଼ ରୁମରେ ସିଜ୍ ପୋଜ ଦେଉଥିବା ଦେଖାଯାଉଛି । (ଫଟୋ କ୍ରେଡିଟ୍- @ karishmaktanna / Instagram)

କରିସ୍ମାଙ୍କ ଏହି ଫଟୋ ଇଣ୍ଟରନେଟରେ ଆତଙ୍କ ସୃଷ୍ଟି କରିଛି । ଦ୍ରୁତ ଗତିରେ ତାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । (ଫଟୋ କ୍ରେଡିଟ୍- @ karishmaktanna / Instagram)

କରିସ୍ମା ତନ୍ନା ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁବ ପସନ୍ଦ କରାଯାଉଛି । (ଫଟୋ କ୍ରେଡିଟ୍- @ karishmaktanna / Instagram)<br />

ଏହି ଫଟୋ ଗୁଡ଼ିକରେ କରିସ୍ମା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହା ସହିତ ସେ ଏକ ଫଟୋସୁଟରେ ସିଜ୍ ପୋଜ କରୁଥିବା ଦେଖାଯାଉଛି । (ଫଟୋ କ୍ରେଡିଟ୍- @ karishmaktanna / Instagram)

କରିସ୍ମାଙ୍କର ଏହି ଫଟୋଗୁଡ଼ିକରେ ଜୋରଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଯେଉଁଠାରେ ଗୋଟିଏ ପାର୍ଶ୍ୱରେ ପ୍ରଶଂସକମାନେ କରିସ୍ମାଙ୍କ ଫଟୋରେ ଫିଦା ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଅନେକ ସେଲିବ୍ରିଟି ମଧ୍ୟ ଏହି ଫଟୋସୁଟକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । (ଫଟୋ କ୍ରେଡିଟ୍- @ karishmaktanna / Instagram)

କରିସ୍ମାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଥିବାବେଳେ ଫଟୋରେ ଥିବା ଷ୍ଟାଇଲକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । (ଫଟୋ କ୍ରେଡିଟ୍- @ karishmaktanna / Instagram)

ଏହା ପ୍ରଥମ ଥର ନୁହେଁ ଯେ କରିସ୍ମା ତନ୍ନା ନିଜ ବୋଲ୍ଡନେସ କାରଣରୁ ଲାଇମଲାଇଟକୁ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ କରିସ୍ମା ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଥର ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି । (ଫଟୋ କ୍ରେଡିଟ୍- @ karishmaktanna / Instagram)