ଏତିକି ବଦଳି ସାରିଛନ୍ତି 'ବଜରଙ୍ଗୀ ଭାଇଜାନ'ର ମୁନ୍ନି, ଭାଇରାଲ ହେଲା ଦୀପାବଳୀର ଫଟୋ
ଫିଲ୍ମ 'ବଜରଙ୍ଗୀ ଭାଇଜାନ' ଯେତେବେଳେ ହର୍ଷଲି ମୁନ୍ନି ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା । ହର୍ଷଲିଙ୍କୁ ବର୍ତ୍ତମାନ ୧୨ ବର୍ଷ ହୋଇଛି ଓ ତାଙ୍କ ଚେହେରା ବହୁତ ବଦଳି ଯାଇଛି ।

ନୂଆ ଦିଲ୍ଲୀ: ୨୦୧୫ ମସିହାରେ ରିଲିଜ ହୋଇଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ (Salman Khan) ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନ୍ନିଙ୍କ ଚରିତ୍ରକୁ କିଏ ଅବା ଭୁଲି ପାରିବ । ମୁନ୍ନିର ଚରିତ୍ରରେ ହର୍ଷଲି ମାଲହୋତ୍ରା (Harshaali Malhotra) ଏହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ହର୍ଷଲି ମଲହୋତ୍ରା ବହୁତ ପ୍ରସିଦ୍ଧ ହୋଇଥିଲେ । ଆଜିକାଲି ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ଆଦୌ ଜାଣି ହେଉନାହିଁ । (ଫଟୋ ସୌଜନ୍ୟ: Insatgram @harshaalimalhotra_03)

ଫିଲ୍ମ 'ବଜରଙ୍ଗୀ ଭାଇଜାନ' ଯେତେବେଳେ ହର୍ଷଲି ମୁନ୍ନି ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା । ହର୍ଷଲିଙ୍କୁ ବର୍ତ୍ତମାନ ୧୨ ବର୍ଷ ହୋଇଛି ଓ ତାଙ୍କ ଚେହେରା ବହୁତ ବଦଳି ଯାଇଛି । (ଫଟୋ ସୌଜନ୍ୟ: Insatgram @harshaalimalhotra_03)<br />

ହର୍ଷଲି ସୋସିଆଲ୍ ନେଟୱାର୍କ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଓ ଇନଷ୍ଟାଗ୍ରାମରେ ୪ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି । (ଫଟୋ ସୌଜନ୍ୟ: Insatgram @harshaalimalhotra_03)<br />

ସେ ଇନଷ୍ଟାଗ୍ରାମରେ ଦୀପାବଳୀ ଓ ଭାଇ ଦୋଜର କିଛି ଫଟୋ ସେୟାର କରିଛନ୍ତି । ଯାହା ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ହର୍ଷଲିଙ୍କ ଏହି ଫଟୋ ଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି । (ଫଟୋ ସୌଜନ୍ୟ: Insatgram @harshaalimalhotra_03)<br />