Home » photogallery » trending » MUKUL ROY QUITS BJP REJOINS TMC IN MAMATA PRESENCE 1AD 110621

ବେଙ୍ଗଲ୍‌ରେ ‘ଖେଲା’ ହେଲା! BJP ଛାଡ଼ି ନିଜ ପୁଅ ସହ ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରାୟ

Mukul Roy Quits BJP, Rejoins TMC in West Bengal | BJP ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ମୁକୁଲ ରାୟ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କେହି BJPରେ ରହିବେ ନାହିଁ । ତୃଣମୂଳ କଂଗ୍ରେସ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ବୋଲି ମମତା କହିଛନ୍ତି ।

  • |