• ପ୍ରେମ ପାଇଁ କୌଣସି ବୟସ ନ ଥାଏ ବୋଲି କୁହାଯାଏ, ହେଲେ ଏଥି ପାଇଁ ଲୋକଲଜ୍ଜା ଓ ନିଜ ସାଥୀଙ୍କ ବୟସ ବିଷୟରେ ଧ୍ୟାନ ଦେବା ଉଚିତ ବୋଲି ବି କୁହାଯାଏ । ଜଣେ ୨୯ ବର୍ଷୀୟା ବିବାହିତା ମହିଳା ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୫ ବର୍ଷୀୟ ବାଳକ ସହିତ ପ୍ରେମରେ ପଡ଼ି ଘରୁ ପଳେଇଯାଇଥିବା ପରି ଚାଞ୍ଚଲ୍ୟକର ଖବର ଆସିଛି । (ପ୍ରତୀକାତ୍ମକ ଛବି)