ସର୍ଟ ଡ୍ରେସରେ ମୋନାଲିସା ଦେଖାଇଲେ ବୋଲ୍ଡ ଷ୍ଟାଇଲ୍; ଏହି PHOTOS ରେ ଫିଦା ହେଲେ ଲୋକେ
ମୋନାଲିସାଙ୍କର (Monalisa) ଡିମାଣ୍ଡ ଆଜିକାଲି ଛୋଟ ପରଦାରୁ ବଡ଼ ପରଦା ପର୍ଯ୍ୟନ୍ତ ରହିଛି । ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍'ର ଅଂଶ ହେବା ପରଠାରୁ ମୋନାଲିସା ସଂପୂର୍ଣ୍ଣ ବଦଳି ଯାଇଛନ୍ତି ।

ନୂଆ ଦିଲ୍ଲୀ: ଭୋଜପୁରୀ ଫିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ମୋନାଲିସାଙ୍କ ଡିମାଣ୍ଡ ଆଜିକାଲି ଛୋଟ ପରଦାରୁ ବଡ ପରଦା ପର୍ଯ୍ୟନ୍ତ ରହିଛି । ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ ର ଅଂଶ ହେବା ପରଠାରୁ ମୋନାଲିସା ସଂପୂର୍ଣ୍ଣ ବଦଳି ଯାଇଛନ୍ତି । ସେ ନିଜ ଲୁକ୍ ଠାରୁ ଆରମ୍ଭ କରି ଗେଟଅପ୍ ପର୍ଯ୍ୟନ୍ତ ବହୁତ କାମ କରିଛନ୍ତି । (ଫଟୋ ସୌଜନ୍ୟ Instagram @aslimonalisa)

ସୋସିଆଲ ମିଡିଆରେ ପ୍ରାୟତଃ ମୋନାଲିସାଙ୍କ ଫଟୋ ଭାଇରାଲ ହେବାରେ ଲାଗିଥାଏ । ଏହି କ୍ରମରେ ତାଙ୍କର କିଛି ବୋଲ୍ଡ ଫଟୋ ଇଣ୍ଟରନେଟରେ ପୁଣି ଥରେ ଭାଇରଲ ହେବାରେ ଲାଗିଛି । ମୋନାଲିସା ସେୟାର କରିଥିବା ଫଟୋରେ ସେ ଏକ ସର୍ଟ ଡ୍ରେସରେ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ Instagram @aslimonalisa)<br />

ମୋନାଲିସା ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ ଓ ଇନଷ୍ଟା ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ରହିଥାନ୍ତି । (ଫଟୋ ସୌଜନ୍ୟ Instagram @aslimonalisa)<br />

ମୋନାଲିସା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟତଃ ନିଜର ବୋଲ୍ଡ ଫଟୋ ସେୟାର କରିଥାନ୍ତି । ଯାହା ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ । (ଫଟୋ ସୌଜନ୍ୟ Instagram @aslimonalisa)<br />