ଫେବୃଆରୀ ୨୦୨୨ ରେ ଆଫଗାନିସ୍ତାନ ଶିଖ୍-ହିନ୍ଦୁ ପ୍ରତିନିଧୀମାନଙ୍କ ସହ ଆଲୋଚନା କରିଥିଲେ ମୋଦି। ସେହି ସମୟରେ ସେ ଆଫଗାନର ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଦୁନିଆକୁ ତାମିଲ ସଂସ୍କୃତି ବାବଦରେ ଅବଗତ କରାଇ ସେ ୨୦୧୯ରେ ଚୀନ ରାଷ୍ଟ୍ରପତିଙ୍କ ସହ ଫୋଟ ସେୟାର କରିଥିଲେ। ପିଏମ ମୋଦି ଡିସେମ୍ବର ୨୦୨୨ ରେ ଜାମ୍ମୁ କାଶ୍ମୀର ଗସ୍ତରୁ ଏହି ଫୋଟ ସେୟାର କରିଛନ୍ତି। ନଭେମ୍ବର ୨୦୧୯ରେ ପଞ୍ଜାବରେ କରତାରପୁର କରିଡରର ଉଦଘାଟନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମେ ୨୦୧୯ ରେ କେଦାରନାଥରେ ଉତ୍ତରାଖଣ୍ଡର ପାରମ୍ପାରିକ ପୋଷାକ ପିନ୍ଧି ପିଏମ ମୋଦି ଫୋଟ ସେୟାର କରିଥିଲେ। ୨୦୧୯ ଫେବୃଆରୀରେ ଜାମ୍ମୁ କାଶ୍ମୀରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି। ୨୦୧୮ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତରୁ ଏକ ଫୋଟ ସେୟାର କରିଛନ୍ତି। ୨୦୧୪ ରେ ନାଗାଲାଣ୍ଡର ହର୍ନବିଲ ଫେଷ୍ଟିଭାଲରେ ମୋଦି ଯୋଗ ଦେଇଥିଲେ