Home » photogallery » trending » MIRACLE IN TURKEY 3 YEAR OLD GIRL PULLED ALIVE FROM EARTHQUAKE DEBRIS 65 HRS LATER 1AD 0411

ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ୩ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ଉଦ୍ଧାରକାରୀ ଦଳର ଜଣେ କର୍ମଚାରୀ ଯେତେବେଳେ ଗୋଟିଏ ଭାଙ୍ଗିପଡ଼ିଥିବା ଘର ଭିତରେ ସେହି କୁନି ଝିଅଟି ପାଖରେ ପହଞ୍ଚିଥିଲେ ତାଙ୍କୁ ଲାଗିଥିଲା ସେ ମରି ଶୋଇଛି । ହେଲେ ତା ମୁହଁକୁ ଓଦା ରୁମାଲରେ ପୋଛିବା ମାତ୍ରେ ସେ ଆଖି ଖୋଲିଥିଲା ।

  • |

തത്സമയ വാര്‍ത്തകള്‍